audio
audioduration (s) 0.14
183
| sentence
stringlengths 2
1.11k
|
---|---|
ବର୍ତ୍ତମାନ ସୁଦ୍ଧା ଅଣତିରିଶି ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ବେଳେ ନିରାପଦ ପ୍ରସବ ଲାଗି ସତାଇଶି ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହ ଓ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି |
|
ପ୍ରଧାନମନ୍ତ୍ରୀ କହିଛନ୍ତି ସେଦେଶରେ ସାଂପ୍ରତିକ ରାଜନୈତିକ ଘଟଣାବଳୀକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଉଦ୍ବେଗ ପ୍ରକାଶ ପାଇଛି |
|
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଂସଦ ଜୁଏଲ ଓରାମ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ଏବଂ ଏନ୍ଆଇଟି ନିର୍ଦ୍ଦେଶକ ଅନୀମେଷ ବିଶ୍ବାସ ଉପସ୍ଥିତ ଥିଲେ |
|
ସେହି ବାଟ ଦେଇ କେହି ବାଟୋଇ ଯିବାର ଦେଖିଲେ ବାଘ ମନଦୁଃଖରେ ଡାକିଲା। |
|
ନୂଆଦିଲ୍ଲୀରେ ବଡ଼ ବଡ଼ ପ୍ରତିରକ୍ଷା ଓ ଏରୋସେସ୍ କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କର ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ସିଂହ କହିଛନ୍ତି ଦୁଇ ଲକ୍ଷ ଏକ ହଜାର ଆଠ ଶହେ ଊଣାଇଶ ବର୍ଷରେ ପ୍ରତିରକ୍ଷା ଶିଳ୍ପ ଉତ୍ପାଦନ ଅଶୀ ହଜାର କୋଟି ଟଙ୍କା ଥିଲା ଏବଂ ଏଥିରେ ବେସରକାରୀ କ୍ଷେତ୍ରରର ଅବଦାନ ୧୬ହଜାର କୋଟି ରହିଛି |
|
ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ସବୁପ୍ରକାର ସହଯୋଗ ଯୋଗାଇବାକୁ ସିଇଓ ନିବେଦନ କରିଛନ୍ତି |
|
ମନ୍ତ୍ରଣାଳୟ କହିଛି ବ୍ରିଟେନ୍ରେ ଦେଖାଦେଇଥିବା ନୂଆ କରୋନା ଭୂତାଣୁ ମୋଟ୍ ୩୮ଟି ନମୁନାରେ ମିଳିଛି |
|
ଏହି ମାମଲାରେ ଜଷ୍ଟିସ୍ ଲଳିତ କଲ୍ୟାଣ ସିଂଙ୍କ ପାଇଁ ଅଦାଲତ ଅବମାନନା ମାମଲାରେ ଓକିଲାତି କରିଥିବା ମୁସଲମାନ ସଂପ୍ରଦାୟ ପକ୍ଷରୁ ଅଭିଯୋଗ କରାଯିବାରୁ ଜଷ୍ଟିସ୍ ଲଳିତ ଖଣ୍ଡପୀଠରୁ ଓହରି ଯାଇଛନ୍ତି |
|
ଓମ୍ ବିର୍ଲା ଲୋକସଭା ବାଚସ୍ପତି ଓମ୍ ବିହାଁ କହିଛନ୍ତି ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବା ଏବଂ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ସରକାରଙ୍କ ନଜରକୁ ଆଣିବା ହେଉଛି ସମସ୍ତ ସାଂସଦଙ୍କ ଗୁରୁଦାୟିତ୍ |
|
ବିଜେପି କର୍ମକର୍ତ୍ତା ଓ କର୍ମୀମାନେ ଆଜି ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସମସ୍ତ ବ୍ଲକ ଓ ପୌରାଞ୍ଚଳ କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି |
|
ଏହିସବୁ ଅସ୍ତ୍ରଶସ୍ତ୍ର ଘରୋଇ ଶିଳ୍ପରୁ କ୍ରୟ କରାଯିବ ଏବଂ ଏଗୁଡ଼ିକ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ ବ୍ୟବହାର କରାଯିବ |
|
ଦେଶକୁ ଔଷଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ଗୌଡ଼ା କହିଛନ୍ତି |
|
ଏହି ବିଶ୍ବବିଦ୍ୟାଳୟଗୁଡ଼ିକ ହେଲା ସମ୍ବଲପୁର ବିଶ୍ବିଦ୍ୟାଳୟ ଗଙ୍ଗାଧର ମେହେର ବିଶ୍ବିଦ୍ୟାଳୟ ଉତ୍କଳ ବିଶ୍ବିଦ୍ୟାଳୟ ରମାଦେବୀ ମହିଳା ବିଶ୍ବିଦ୍ୟାଳୟ ଖଲିକୋଟ ବିଶ୍ବିଦ୍ୟାଳୟ ବ୍ରହ୍ମପୁର ବିଶ୍ବିଦ୍ୟାଳୟ ଫକୀରମୋହନ ବିଶ୍ବବିଦ୍ୟାଳୟ ଉତ୍ତର ଓଡ଼ିଶା ବିଶ୍ବିଦ୍ୟାଳୟ ଓ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ |
|
ଏହି ଟ୍ରେନ୍ଟି ମହାରାଷ୍ଟ୍ରର ସାଙ୍ଗଲାଠାରୁ ପଶ୍ଚିମବଙ୍ଗର ଶାଲିମାର୍ ମଧ୍ୟରେ ଯାତ୍ରା କରିବ |
|
କରୋନା ରାଜ୍ୟରେ ଗତକାଲି ଆଉ ପାଞ୍ଚ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ସଂଖ୍ୟା ୭୯ରେ ପହଞ୍ଚିଛି |
|
ଲୋକଟି କହିଲା ତୁମର ଫାଶୀ କାଠକୁ ଡରିବା ଦର୍କାର୍ ନାହିଁ |
|
ବନ୍ୟା ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି |
|
ଶୂନ |
|
ଗୋଟିଏ ଦିଗରେ ପନିପରିବା ଗୁଡ଼ିକ ଛିନ୍ନବିଛିନ୍ନ ହୋଇ ପଡ଼ିଛି |
|
ଦୁଇଜଣଙ୍କ ଉପରେ ଶିକ୍ଷକ ଭାରି ସନ୍ତୁଷ୍ଟ ଥିଲେ |
|
ପ୍ରଥମେ ଗୃହକୁ ମୁଲତବୀ ରଖାଯିବା ପରେ ପୂର୍ବାହ୍ନ ୧୧ଟାବେଳେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା |
|
ଏହି ସବୁ ଦୁଃଖକୁ ସହ୍ୟ କରି ନପାରି ନିଜର ଶାଣିତ ତରବାରୀ ଦ୍ୱାରା ନିଜେ ହିଁ ନିଜର ଶିରକୁ ଛେଦନ କଲେ |
|
ଏ ସବୁ କଥା ଶୁଣି ରାଣୀଙ୍କ ମନ ଭାଙ୍ଗି ଗଲା |
|
ବାଚସ୍ପତି କହିଛନ୍ତି ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ ହୋଇଛି ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି |
|
ପ୍ରଥମ ସେମିଫାଇନାଲ୍ରେ ଆୟୋଜକ ଦଳ ନେପାଳ ଶ୍ରୀଲଙ୍କାକୁ ଭେଟିବ |
|
ଭେନେଜୁଏଲାରେ ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଏକ ବିକଳ୍ପ ବୋଲି ଚଳିତ ମାସ ପ୍ରାରମ୍ଭରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ କହିବା ପରେ ରୁଷ ପକ୍ଷରୁ ଏହି ବିବୃତି ପ୍ରକାଶ ପାଇଛି |
|
ଯାଞ୍ଚ ଦ୍ବିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ନାମାଙ୍କନ ପତ୍ରଗୁଡ଼ିକୁ ଆଜି ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି |
|
ଦେଖିଲି ତୁମେ ଶୋଇପାରୁ ନଥିଲ ବାରମ୍ବାର ଖାଲି ଘରୁ ବାରଣ୍ଡା ଓ ବାରଣ୍ଡାରୁ ଘର ବୁଲାବୁଲି କରୁଥିଲ |
|
ସେହିପରି ରୁଙ୍ଗଟା ମାଇନ୍ସର ଦୁଇଟି ପ୍ରସ୍ତାବ ଉପରେ ମଧ୍ୟ ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟିର ଅନୁମୋଦନ ମିଳିଛି |
|
ଦୁଇ ହଜାର ଛଅ ମସିହାରେ ପାକିସ୍ତାନ ଏହି ସଙ୍ଗଠନକୁ ବେଆଇନ ଘୋଷଣା କରିଥିଲା ଏବଂ ଆମେରିକାକୁ ମଧ୍ୟ ବେଆଇନ ଘୋଷଣା କରିବାକୁ ଅନୁରୋଧ କରିଥିଲା |
|
ପୁନର୍ବାର କହିଲା ହଁ ହଁ ତାଙ୍କ ପାଟି ଶୁଣିଅଛି |
|
ଚାରି ପାଞ୍ଚ ଭାର ତାଡ଼ି ତତ୍ତୁଲ୍ୟ ମଦ ଗଞ୍ଜେଇ ଅଣା ଯାଇଅଛି |
Subsets and Splits
No community queries yet
The top public SQL queries from the community will appear here once available.