audio
audioduration (s)
1.51
48.1
label
class label
1 class
transcription
stringclasses
821 values
1train
ଛାତି ଯନ୍ତ୍ରଣା କରୁଛି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛି
1train
ମୁହଁ ହାତ ପାଦ ଫୁଲି ଯାଉଛି ପରିସ୍ରା ଟିକେ ଟିକେ ହଉଛି
1train
ଦିଦି ହାତରେ ଗରମ ପେଜ ପଡି ଫୋଟକା ହୋଇଗଲା କଣ କରିବି
1train
ସାର ମୋର କୃଷକ କଲ୍ୟାଣ ଯୋଜନା କାର୍ଡ ଅଛି ୟା ସାହାଯ୍ୟ ରେ କଣ ଉପକାର ହେବ
1train
ସାର ମୋର ପେଟ କାଟୁଚି ମୁ ପ୍ରେଗନାଂଟ ଅଛି ମେଡିସିନ ଦିଅନ୍ତୁ
1train
ବର୍ଷା ପାଣି ଲାଗି ପାଦ ଅଙ୍ଗୁଳି ସବୁ କୁଣ୍ଡେଇ ହେଇ ଘା ହୋଇଯାଉଛି
1train
ଦାନ୍ତ ମାଢ଼ୀ ଫୁଲି ଯାଉଛି ଦାନ୍ତ ଘଷିଲା ବେଳକୁ ରକ୍ତ ଗଳୁଛି
1train
ମୋର ହେଲ୍ଥ କାର୍ଡ ଅଛି ସବୁ ଔଷଧ ଫ୍ରି ହବ ନା ନାହିଁ
1train
ମୁଣ୍ଡ ବୁଲେଇ ଦଉଚି ଆଖି ଜାଲି ଜାଲି ଦେଖା ଯାଉଚି
1train
ସାର ମୋର ଛୁଆର ଛାତି ପୀଡା ହଉଚି ମେଡିସିନ ଦିଅନ୍ତୁ
1train
ବାରମ୍ବାର ପରିଶ୍ରା ଲାଗୁଚି ରାତିରେ ବହୁତ ଥର ନିଦ ଭାଙ୍ଗୁଛି
1train
ବାମ ପାଖ ହାତ ଗୋଡ ଦୁର୍ବଳ ମନେ ହଉଛି ବାମ ହାତ ସମ୍ପୂର୍ଣ ଉପରକୁ ଟେକି ହଉ ନାହିଁ
1train
ସାର ମୋ ଗଳାରେ ଖସ ଖସ ହଉଚି
1train
ମେଡ଼ାମ ମୋର କାଲି ଉପବାସ ଥିଲା ଆଜି ଖାଦ୍ୟ ଖାଇଲା ବେଳକୁ ବାନ୍ତି ହେଊଛି
1train
ମୋ ଛୁଆ ଛାତି ରେ କଫ ହୋଇଛି ନିଶ୍ୱାସ ନେଲା ବେଳେ ଘଡ ଘଡ କରୁଛି
1train
ମୋର ତିନି ମାସ ଗର୍ଭ ବହୁତ ବାନ୍ତି ହେଉଛି କିଛି ଖାଇ ପାରୁନି
1train
ସାର ଦୁଇ ମାସ ତଳରେ ମୋର ଅପେରସନ ହୈ ଥିଲା ଏବେ ମୋ ସ୍ତ୍ରୀ ର ଅପେରସନ ପାଇଁ ଏହି ହେଲ୍ଥ କାର୍ଡ ର ସାହା
1train
ମୋର ଡାହାଣ ଗୋଡ ଆଣ୍ଠୁ ତଳୁକୁ ବହୁତ ମୋଟା
1train
ସାର ମୋର ପିରିଅଡ଼ ହେଇଚି ଆଉ ପେଟ କାଟୁଛି
1train
ସାର ମୋର ଦୋଷ ହୋଇ ରାତିରେ ବିଛଣାରେ ପରିସ୍ରା ହୋଇ ଯାଉଛି
1train
ଏଇ ରୋଗ ପାଇଁ କଉ ଡ଼ାକ୍ତର ଙ୍କୁ ଦେଖେଇବି
1train
ସାର ମୋର କିଡ଼ନୀ ଅପେରସନ ହେବ ଆୟୁଷ ବିମାରେ ହେବ କି
1train
ମୋ କୋଡ଼ିଏ ବର୍ଷ ମୋର ଅଧା ପାଠ ମନେ ରହୁନାହିଁ
1train
ମୋ ଛୁଆ କାନ ପଚୁଛି କ୍ଷୀର ଖାଇଲାବେଳେ ବାନ୍ତି କରି ଦେଇଥିଲା ବାନ୍ତି କାନରେ ପଶିଯାଇ ଥିଲା
1train
ମୁଁହରେ ବହୁତ ବ୍ରଣ ହଉଛି
1train
ଚର୍ମ ରେ ଘା ହୋଇଯାଇଛି କାହାକୁ ଦେଖେଇବି
1train
ମୋର ଦୁଇ ମାସ ହେଲା ଗର୍ଭ ଦେହ ହାତ ବହୁତ କୁଣ୍ଡାଇ ହଉଚି
1train
ମୋର ସାତ ମାସ ଗର୍ଭ ବେଳେ ବେଳେ ପେଟ ଶକ୍ତ ହେଇଯାଉଛି
1train
ଆଖିରେ ଜମା ଦୁଶୁନି ଗୀତା ବହି ଖବର କାଗଜ ପଢି ହଉନି
1train
ମୋର ପେଟ ଜ୍ୱାଳା କରୁଛି ନିଶ୍ୱାସ ନେଇ ପାରୁନାହିଁ ସାର କେଉଁ ଡକ୍ଟର କୁ ଦେଖାଇବି
1train
ମିଳା ମିଶା କଲେ କଷ୍ଟ ହେଉଚି ପରିସ୍ରା କୁଣ୍ଡେଇ ହଉଚି
1train
ମୋ ପେଟ ବଥା ହୋଉଛି ଝାଡା ଠିକ ସେ ହେଉନି
1train
ସାର ଛୁଆର ଓଜନ କମ ଅଛି ମେଡିସିନ ଦିଅନ୍ତୁ
1train
ବେକରେ ଗେଟା ଭଳିଆ ମାଂସ ଲାଗୁଚି
1train
ମୋ ବାଆଁ ହାତଟା ଖିଲା ମାରୁଚି ଆଉ ଗୁଡ଼ ଟା ଫୁଲୁଚି
1train
ମୋର ବର୍ଷେ ହେଲା କାର୍ଡ ରିନିଓ କରିନାହିଁ ଏହି କାର୍ଡ ସାହାଯ୍ୟରେ ଚିକିସୟା ହୈ ପାରିବନାହିଁ କି
1train
ସାର ମୋର ହାରନିଆ ଅପେରସନ ଫ୍ରି ରେ କରନ୍ତୁ ଇନ୍ସୁରେନ୍ସ ରେ
1train
ଆଣ୍ଠୁଗଣ୍ଠି ବହୁତ ବିନ୍ଧୁଛି ବସିଉଠି ପାରୁନି ଜମା ତେଲ ଘଷିଲେ କମୁଛି କିଛି ସମୟ ପରେ ପୁଣି ବିନ୍ଧୁଛି
1train
ସାର ମୋର ଆଣ୍ଠୁ ପୀଡା ହଉଚି କଣ ଟେଷ୍ଟ କରିବି
1train
ସାର ମୋର ଦଶ ମାସ ଗର୍ଭ ମୁ ନର୍ମାଲ ଡେଲିଭରୀ ଚାହୁଁଛି
1train
ସାର ମୋର ପୁଅ ପାଠରେ ମନ ଦଉନି କିଛି ମେଡିସିନ ଦିଅନ୍ତୁ
1train
ସାର ମୋର ଛାତି ପୀଡା ହଉଚି ଖାଇବା ପରେ କଣ ମେଡିସିନ ଖାଇବି
1train
ଯାହା ଖାଇଲା ବେଳକୁ ଝାଡ଼ା ହୋଇ ଯାଉଛି
1train
ମୋ ଝିଅ ର ପରିସ୍ରା ଦ୍ଵାର ପୀଡା ହଉଚି ମେଡିସିନ ଦିଅନ୍ତୁ
1train
ମୋର ଦୁଇରୁ ତିନି ମାସରେ ଥରେ ମେନ୍ସ ହଉଚି
1train
ମୋର ଛୁଆ ନଷ୍ଟ ହୋଇଯାଇଛି ବ୍ଲିଡ଼ିଙ୍ଗ ବନ୍ଦ ହଉନାହିଁ ମେଡିସିନ ଦିଅନ୍ତୁ
1train
ସାର ମୋ ଛୁଆ ପେଟ ଫୁଲି ଯାଉଛି ଝାଡ଼ା ହେଉନାହିଁ
1train
ଦିଦି ମୋର ପେଟ ଭୀଷଣ ଦରଜ ହୋଇ ତଣ୍ଟି ପୋଡୁଛି କଣ କରିବି
1train
ଅନ୍ଧାରରେ ଭୂତ ଦେଖା ଯାଉଛି ଭାରି ଡର ଡର ଲଗୁଛି
1train
ସାର ମୋର ହେଲ୍ଥ କାର୍ଡ ଟି ହଜି ଯାଇଛି କଣ କରିବି
1train
ଦିନରେ ପ୍ରାୟ ପାଞ୍ଚରୁ ଦଶ ଥର ପତଳା ଝାଡା ହଉଚି ଭାରି ଦୁର୍ବଳ ଲାଗୁଚି
1train
ଦିଦି କାଠ ହାଣୁ ହାଣୁ ଗୋଡରେ କଟୁରୀ ବାଜି ରକ୍ତ ବୋହୁଛି କଣ କରିବି
1train
ଇନ୍ସୁରାନ୍ସ କାର୍ଡ ଥିଲେ ଅପେରସନ ହେଇପାରିବ କି
1train
ତଳି ପେଟ କାଟୁଚି ଦେହରୁ ଧଳା ଯାଉଛି ଦୁର୍ବଳ ଲାଗୁଛି
1train
ସବୁବେଳେ ଛୁଆ ଟା କାନ କୁଣ୍ଡଉଚି ସଫା କଲା ବେଳକୁ ଖାଲି କାନ୍ଦୁଚି
1train
ବିଛଣା ରେ ପରିଶ୍ରା ହେଇ ଯାଉଛି ରାତିରେ ଠିକ ସେ ନିଦ ହେଉନାହିଁ
1train
ସାର ମୋର ଡାଏବେଟିସ ସବୁବେଳ ବଢ଼ା ରହୁଛି ଔଷଧ ମଧ୍ୟ ଖାଉଛି ମୁଣ୍ଡ ଟା ବୁଲାଇବା ଭଳି ଲାଗୁଛି
1train
ପରିସ୍ରା ଜଳାପୋଡା ହଉଛି
1train
ମୁ ପାଞ୍ଚ ଦିନ ହେଲାଣି ଆଡ୍ମିଶନ ହେଲିଣି କୃଷକ କାର୍ଡ ରୁ ମେଡିସିନ ମିଳିବ କେତେ ଟଙ୍କାର
1train
ଆଜ୍ଞା ଏଠି କି କି ହେଲ୍ଥ କାର୍ଡ ବ୍ୟବସ୍ଥା ଅଛି
1train
ମୋର ବର୍ଷ ଷାଠିଏ ଡାଏବେଟିସ ସବୁବେଳ ବଢ଼ା ରହୁଛି
1train
ସାର ମୋର ସତର ବର୍ଷ ମେନ୍ସେସ ହେଲେ ତଳି ପେଟ ବହୁତ ପେନ୍ କରେ
1train
ଡାହାଣ ପାଖ ଗୋଡ଼ ଆଣ୍ଠୁ ତଳକୁ ଦଶ କିଲ ଓଜନ ର ମୋଟା ହେଇଯାଇଛି
1train
ସାର ମୋ ପିଲା କୁ ପାଞ୍ଚ ବର୍ଷ ପ୍ରାୟ ଦୁଇରୁ ତିନି ମାସ ରେ ଥରେ ଆଖି ନେଉଟି ପକାଇବ ପାଟିରୁ ଫେଣ ବାହାର
1train
ମୋର ଗୋଡ଼ ପାଲଟିଛି
1train
ସାର ମୋର ଛୁଆର ଗୋଡ ଖରାପ ଅଛି ବିମାରେ ଟଙ୍କା ମିଳିବ କି
1train
ସାର ପ୍ରସବ ପାଇଁ କେଉଁ ଡକ୍ଟର ଙ୍କ ପାଖକୁ ଗଲେ ଭଲ ହେବ
1train
ଦିଦି ପାଦରେ କାଚ ପଶି ଜୋରରେ ରକ୍ତ ବାହାରୁଛି କଣ କରିଵି
1train
ମୁଁ ଷାଠିଏ ବୟସ୍କା ମୋର ଗୋଡ ହାତ ପଡିଯାଇଛି
1train
ସାର ଶଲ୍ୟଚିକିତ୍ସା ପାଇଁ ଭଲ ଡକ୍ଟର କିଏ ଅଛନ୍ତି
1train
ଦେହ ହଳଦିଆ ଦେଖାଯାଉଛି ହଳଦିଆ ପରିଶ୍ରା ହେଉଛି କିଛିଦିନ ହେଲାଣି
1train
ଆଜ୍ଞା ପଡିଯାଇଥିଲି ଗୋଡ଼ ମୋଡ଼ି ହାଇଯାଇଛି ବହୁତ ବିନ୍ଧୁଛି
1train
ମୋ ଛୁଆ ପେଟ ବଡ଼ ଗୋଡ଼ ହାତ ସରୁ
1train
ଖାଦ୍ୟ ହଜମ ହଉନି କି ଭୋକ ଲାଗୁନି
1train
ମୋ କାନକୁ ଶୁଭୁନି ଭା ଭା ଲାଗୁଚି
1train
ସାର ମୋର ପ୍ରେସର ବଢ଼ିଯାଇଛି ମୋ ଦିହ ଦୁର୍ବଳ ଲାଗୁଚି
1train
ତଳିପାଦରେ ମାଛିଆ ଖିଆ ହେଇଚି ଚାଲିଲେ ବଡ଼ କାଟୁଚି
1train
ପେଟ ଫାମ୍ପି ଯାଇଛି ଝାଡ଼ା ପରିସ୍ରା ବନ୍ଦ ହେଇଯାଇଛି
1train
ଆଂଠୁ ଗଂଠି ଫୁଲି ଯାଉଛି ଚାଲି ପାରୁ ନାହିଁ
1train
ମୋର ଷାଠିଏ ବର୍ଷ ମୋର ଡାହାଣ ପାଖ ସୁପାରୀ ବଡ ହୈ ଯାଇଛ
1train
ଦେହ ହାତ ଭଲ ଲାଗୁନି ସବୁବେଳେ ଦୁର୍ବଳ ଲାଗୁଛି ଭୋକ ଜମାରୁ ଲାଗୁନି
1train
ଛୁଆ ବହୁତ୍ କାନ୍ଦୁଚି କିଛିବି ଖାଉନି
1train
ମୋ ଛୁଆ ନୁନୁ ର ଗଟେ ସୁପାରୀ ଫୁଲି ଯାଇଛି
1train
କାନରୁ ସବୁବେଳେ ପାଣି ଭଳିଆ ବାହାରୁଚି କୁଣ୍ଡେଇ ହଉଚି
1train
ମୋର ହେଲ୍ଥ କାର୍ଡ ରେ ଦୁଇ ଥର ଅପେରସନ ସାରି ଯାଇଛି ଆଉ ଥର ହେଇପାରିବ
1train
ଗୋଡ଼ଟା କଟି ଯାଇଛି ବହୁତ ରକ୍ତ ବହୁଛି
1train
ଶିର ଡାକ୍ତର କେଖାନେ ଅଛେ ଗୋ ବହୁତ୍ ଅସୁବିଧା ହଉଚି
1train
ସାର ମୋର ପାନକ୍ରିଆସ ରେ ସ୍ଟୋନ ଅଛି ଫ୍ରି ରେ ଅପେରସନ ହେବ କି
1train
କାର୍ଡ ରେ କେତେ ପଇସା ଅଛି ଜାଣିବି କିମିତି ସେଟା ରିନୁଆଲ କରିବାକୁ ପଡ଼ିବ କି
1train
ସାର ମୋର ପରିସ୍ରା ଯାଉନି କଣ କରିବି କାହାକୁ ଦେଖେଇବି
1train
ସାର ମୋର ପେଟ କାଟୁଚି ମେଡିସିନ ଦିଆଉନ୍ତୁ
1train
ମୋର ମୁଣ୍ଡ ଛୋଟ ଦେହ ବହୁତ ମୋଟା
1train
ଆଣ୍ଠୁ ଭିତରେ ପେନ୍ ହଉଚି ଚାଲିଲା ବେଳକୁ କଷ୍ଟ ହଉଚି
1train
ମୋର ହେଲ୍ଥ କାର୍ଡ ରିନିଓ କରିଥାନ୍ତି କୋଉଠି କରିବି
1train
ମୋର ଘନ ଘନ ପରିଶ୍ରା ହେଉଛି ଏବଂ ଜ୍ୱାଳା କରୁଛି
1train
ଧଳା ଯାଉଛି ବେଶି ହାଲିଆ ଲାଗୁଚି
1train
ମୁଁ ଅଠର ବର୍ଷ ମୋର ଓଜନ ଶହ କିଲୋଗ୍ରାମସ
1train
ସାର ମୋର ଦୁଇ ଟି ହେଲ୍ଥ କାର୍ଡ ଥିଲା ଗୋଟେ ହଜିଯାଇଛି କଣ କରିବି
1train
ଦାନ୍ତ ସବୁ ବିନ୍ଧୁଛି କିଛି ଚୋବେଇ ଖାଇ ହଉନି
1train
ପରିସ୍ରା ହଉ ନାହିଁ ଗୋଡ଼ ହାତ ମୁହଁ ଫୁଲି ଯାଉଛି