review body: ନୀଟାକୁ ବୁକିଂ କରିବା ଅତ୍ୟନ୍ତ ସହଜ କାରଣ ଏହା ବ୍ୟବହାରକାରୀ ଅନୁକୂଳ। positive review body: ଏଥିରେ ଅନେକ ଲୋକପ୍ରିୟ ପୁସ୍ତକ ମାଗଣାରେ ଉପଲବ୍ଧ ରହିଛି। positive review body: ଭଏସ୍ ଏବଂ ଭିଡିଓ କଲ, ମେସେଜ ଏବଂ ଅସୀମ ପ୍ରକାରର ରୋମାଞ୍ଚକର ଷ୍ଟିକର ଦ୍ୱାରା ମୁଁ ନିଜକୁ ଏପରି ଭାବେ ବ୍ୟକ୍ତ କରିପାରୁଛି ଯାହା ମୁଁ କେବେ କଳ୍ପନା ମଧ୍ୟ କରିନଥାନ୍ତି। positive review body: ଏହି ଏସିରେ ଆଲୁମିନିୟମ ତୁଳନାରେ ଅଧିକ ଦକ୍ଷ ତାମ୍ର କୋଇଲା ରହିଛି। positive review body: ବିଭିନ୍ନ ପ୍ରକାର ଖାଦ୍ୟ ଭିନ୍ନ ଭିନ୍ନ ଦରରେ ଉପଲବ୍ଧ। positive review body: ମୁଁ ଅନଲାଇନରେ ଅର୍ଡର ଦେବାକୁ ଭୟ କରୁଥିଲି, କିନ୍ତୁ ଲହେଙ୍ଗା-ଚୋଲି ସେଟ୍ ବହୁତ ସୁନ୍ଦର ଦେଖାଯାଉଛି ଏବଂ ଏହାର ନେଟ କ୍ୱାଲିଟି ଅତ୍ୟନ୍ତ ଉନ୍ନତ। positive review body: କରୋନା ଭୂତାଣୁର ଏହି ସମୟରେ କାହାଣୀରେ ଏକ ମାରାତ୍ମକ ଭୂତାଣୁ ପ୍ରମୁଖ ଭାବେ ସ୍ଥାନ ପାଇଛି, ଏହା ଆଶ୍ଚର୍ଯ୍ୟଜନକ। positive review body: ଏହା ବ୍ୟବହାରକାରୀ ଅନୁକୂଳ ଏବଂ ମୋର ଉଦ୍ଦେଶ୍ୟ ସାଧନ କରୁଛି। positive review body: ବାସ୍ତବତା ଏବଂ ପରାକାଷ୍ଠା ମଧ୍ୟରେ ବୁଡ଼ି ରହିଥିବା ଏହା ଏକ ପରୀକ୍ଷାମୂଳକ ଅନ୍ଧକାରକାହାଣୀ ଏବଂ ଏହି ଦିଗ ହିଁ ଏହାକୁ ଏକ ଅଭିନବ ଚଳଚ୍ଚିତ୍ର କରିଛି। positive review body: 35 ମିମି ଚଳଚ୍ଚିତ୍ର କ୍ୟାମେରା ମୋତେ ସ୍ମୃତିଚାରଣ କରିଛି ଏବଂ ମୋତେ ପୁରୁଣା ଢଙ୍ଗରେ ଫଟୋ ଉଠାଇବାରେ ସାହାଯ୍ୟ କରିଛି। କ୍ୟାମେରା ଏବଂ ଫଟୋଗ୍ରାଫର ସାମଗ୍ରିକ ଗୁଣବତ୍ତା ବହୁତ ଭଲ। positive review body: ଏଥିରେ ଅଲଟ୍ରା ବାସ ଏବଂ ଗେମିଂ ମୋଡ ବ୍ୟତୀତ ସୁନ୍ଦର ଇକିଉ ମୋଡ ରହିଛି। ଇକିଉ ଅଡିଓ ସିଗନାଲରେ ସନ୍ତୁଳନକୁ ସମାଯୋଜିତ କରିବ ଯାହା ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିକୁ ବଢ଼ାଇବ କିମ୍ବା ହ୍ରାସ କରିବ, ବିଶେଷ କରି ବେସ (କମ), ମିଡ, କିମ୍ବା ଟ୍ରିବଲ (ଅଧିକ) ପାଇଁ ଭଲ୍ୟୁମ ନିୟନ୍ତ୍ରଣ କରିବ। positive review body: ଦୁଇ କାନ୍ଥ ବିଶିଷ୍ଟ ଅଲଏ ହ୍ୟାଲ, ସୁଦୃଢ଼ ଏବଂ ବହୁମୁଖୀ ଫ୍ରେମ positive review body: ସୁନ୍ଦର ମଲ୍ଟିପ୍ଲେକ୍ସ, ସୂକ୍ଷ୍ମ ପରିବେଶ, ଆରାମଦାୟକ ଆସନ, ସନ୍ତୋଷଜନକ ଅଡିଓ, ଭଲ ସେବା, ଟିକେଟ ମୂଲ୍ୟ, ସାମଗ୍ରୀକ ଭାବେ ଏହା ଏକ ଭଲ ଅନୁଭବ। positive review body: ଗୋଦରେଜ ଏସି ଏକ ଏଚ୍ଡି ଫିଲ୍ଟର ପ୍ରଦାନ କରିଥାଏ, ଯେଉଁଥିରେ ମେଶକୁ କ୍ୟାସନିକ ସିଲଭର ଆୟନ୍ (ଏଜିଏନପି) ସହିତ ପ୍ରଲେପ ଦିଆଯାଇଥାଏ, ଯାହା 99 ପ୍ରତିଶତରୁ ଅଧିକ ଭାଇରସ ଏବଂ ସଂପର୍କରେ ଥିବା ବ୍ୟାକ୍ଟେରିଆକୁ ନିଷ୍କ୍ରିୟ କରିଥାଏ। positive review body: 67 ମିମି ଥ୍ରେଡ ଆକାର, ସବୁଜ ପ୍ରଲେପ ଏବଂ ଅପ୍ଟିକାଲ ଗ୍ଲାସର ଉଚ୍ଚ ଗୁଣବତ୍ତା ରହିଛି। positive review body: କ୍ୟୁବେଟେକ୍ ମଲ୍ଟିମିଡିଆ ପ୍ଲେୟାର ଏବେ 6x9 ଇଞ୍ଚ ଥ୍ରୀ-ୱେ କୋୟାକ୍ସିଆଲ କାର ସ୍ପିକର ସହିତ ଆସୁଛି। ଏହା 480W ପିକ ପାୱାର ଆଉଟପୁଟ ସହିତ ମନପସନ୍ଦର ସାଉଣ୍ଡ କ୍ୱାଲିଟି ଏବଂ ପ୍ରଭାବଶାଳୀ ବାସ ସହିତ ଡ୍ରାଇଭିଂର ଆନନ୍ଦକୁ ପୁନଃ ଆବିଷ୍କାର କରିବା ଏବଂ ଅନୁଭବ କରିବା ଭଳି। positive review body: ହାରାହାରି ଚିତ୍ର ଗୁଣବତ୍ତା ସହିତ ଅବାଞ୍ଛିତ ଶବ୍ଦ ଗୁଣବତ୍ତା। negative review body: ପ୍ୟାଡିଂର ଗୁଣବତ୍ତା ବହୁତ ଶସ୍ତା। negative review body: କେତେ ବିଷାକ୍ତ ସ୍ଥାନରେ ରହିବା ଉଚିତ! ଯଦି ଆପଣଙ୍କର ସେୟାର କରାଯାଇଥିବା ବିଷୟବସ୍ତୁକୁ ପସନ୍ଦ କରାନଯାଏ, ତା’ହେଲେ ଆପଣଙ୍କର ବିଷୟବସ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ପୋଷ୍ଟ ହୋଇଥିବାରୁ ଆପଣଙ୍କୁ ସର୍ବତ୍ର ଧମକ ଦିଆଯାଏ negative review body: ଏହି ଫ୍ୟାନର ଆକାର ବଡ଼ ଦିଶୁଥିଲେ ମଧ୍ୟ ଏଥିରେ ଛୋଟ ଛୋଟ ବ୍ଲେଡ ରହିଛି। ଏହାର ଏୟାର ଡେଲିଭରି ସ୍ପିଡ୍ ବହୁତ କମ୍। negative review body: ଟିଭି ସେଟ୍ ବହୁତ ପୁରୁଣା ହୋଇଯାଇଛି, ଦେଖିଲେ ଅସୁବିଧା ହେଉଥିଲା, ଯେଉଁ ଖାଦ୍ୟ ଦିଆଯାଉଥିଲା, ତାହାର ମୂଲ୍ୟ, ଯେଉଁ ଖାଦ୍ୟ ଦିଆଯାଉଥିଲା ତା’ଠାରୁ ଅଧିକ ଥିଲା। negative review body: ଅନେକ ତୁଳନାରେ ଏହାର ଦର ଅଧିକ ରହିଛି। negative review body: ଏହା ସ୍ଥାୟୀ ନୁହେଁ। negative review body: ବାୟୁ ଶୀତଳୀକରଣର ଟ୍ୟାଙ୍କ ବହୁତ ଛୋଟ ହୋଇଥାଏ, 10 ଲିଟର ପାଣି ମଧ୍ୟ ଭରି ନଥାଏ, ମୋତେ ପ୍ରାୟ ପ୍ରତ୍ୟେକ ଦିନ ସେହି ଟ୍ୟାଙ୍କକୁ ରିଫିଲ କରିବାର ଆବଶ୍ୟକତା ପଡ଼ିଥାଏ। negative review body: ସେଲୋ ଏହାର ନୂତନ ମଡେଲରେ ଆର୍ଦ୍ରତା ନିୟନ୍ତ୍ରକ ପ୍ରଦାନ କରୁଛି, କିନ୍ତୁ ନିୟନ୍ତ୍ରକ ଗୁଣବତ୍ତା ବହୁତ ଖରାପ ରହିଛି, ତେଣୁ ଏହା ସର୍ବଦା ସମାନ ପ୍ରକାରର ଥଣ୍ଡା ବାୟୁ ପ୍ରବାହିତ କରିଥାଏ। negative review body: ଏହି ଚଳଚ୍ଚିତ୍ର ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ରହିଛି, କିନ୍ତୁ ଏହା ଆଶ୍ଚର୍ଯ୍ୟଜନକ ଯେ କେତେ ଥର ସମସ୍ତେ ନିଜ ପିପିଇ କିଣି ବିପଦରେ ପଡ଼ିଥାନ୍ତି। negative review body: 6 ମାସ ବ୍ୟବହାର କରିବା ପରେ ଭୋଲ୍ଟାସ ସେଣ୍ଟ୍ରାଲ ଏସିରେ କମ୍ପ୍ରେସରର ଗୁଣବତ୍ତା ଖରାପ ହୋଇଯାଇଥାଏ। negative review body: ପାର୍କିଂ ସୁବିଧା ନେଇ କିଛି ସମସ୍ୟା ରହିଛି, କାରଣ ହୋଟେଲଟି ମୁଖ୍ୟ ରାସ୍ତାରେ ରହିଛି, ସେମାନଙ୍କର ନିଜସ୍ୱ ପାର୍କିଂ ସ୍ଥାନ ନାହିଁ, ପୁଣି କେବେ-କେବେ ବିଲିଂ ଭୁଲ ହୋଇଥାଏ କାରଣ ମେନୁ ଏବଂ ବିଲ୍ ମଧ୍ୟରେ ଯେଉଁ ମୂଲ୍ୟ ରହିଛି ତାହା ମେନୁ ସହିତ ମେଳ ଖାଉନାହିଁ। negative review body: ସମସ୍ତ ଉପାଦାନଗୁଡ଼ିକର ଏକ ସମ୍ପୂର୍ଣ୍ଣ ତାଲିକା ନାହିଁ, ଏହା ଅଧିକ ଖରାପ ନୁହେଁ negative review body: ବିଶେଷ କରି ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ପକେଟକୁ ଅଧିକ କ୍ଷତି ପହଞ୍ଚାଇବା ସହିତ ଅଶୁଭ ଆଲୋକ ଯୋଗୁ ପରିବେଶ ଅତ୍ୟନ୍ତ ଅନ୍ଧକାରମୟ ହୋଇପଡ଼ିଛି। negative review body: ଏହି ଲୋକମାନେ ଉତ୍ପାଦର ମୂଲ୍ୟ ହ୍ରାସ କରିବା ପାଇଁ ନିମ୍ନମାନର ସାମଗ୍ରୀ ବ୍ୟବହାର କରିଥାନ୍ତି, ତେଣୁ ଏହାର ପରିଣାମ ନିମ୍ନମାନର ଉତ୍ପାଦ ହୋଇଥାଏ। negative review body: 6mAh ବ୍ୟାଟେରୀ ଏବଂ ଏହା ଅଧିକ ଦିନ ତିଷ୍ଠି ନଥାଏ। negative